ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟ ଚଢିଛନ୍ତି । ଆଜି ଭୋର 4ଟା ବାଜି 3 ମିନିଟ ସମୟରେ ଗିରି ଶୃଙ୍ଗରେ ପହଞ୍ଚିଛନ୍ତି ସିଦ୍ଧାର୍ଥ । ଖବର ପାଇବା ପରେ ମିଠା ବାଣ୍ଟି ସେଲିବ୍ରେଟ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ
#Bhubaneswar #Congress #SuraRoutray #Odisha #ArgusNews