#ରାତି_ପାହିଲେ_ବଡ଼ଦିନ
#ଧରାବତରଣ_କରିବେ_ପ୍ରଭୁ_ଯୀଶୁ
ରାତି ପାହିଲେ ବଡ଼ଦିନ ବା ଖୀର୍ଷ୍ଟ ଜନ୍ମଦିନ । ଧରାବତରଣ କରିବେ ପ୍ରଭୁ ଯୀଶୁ। ଆଉ ଏହି ଦିନକୁ ଧୁମଧାମରେ ପାଳନ କରିବା ପାଇଁ ଖ୍ରୀଷ୍ଟ ଧର୍ମାବଲମ୍ବନକାରୀମାନେ ବଡ଼ଦିନ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
#ArgusNews #merrychristmas #Celebration #Bhubaneswar #Odisha