ଆଠଗଡ଼ ବନଖଣ୍ଡ ବାଇସିଙ୍ଗା ଅଞ୍ଚଳରେ ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣା । ଘଟଣାରେ ୫ ଜଣକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ । ୨ ଦିନ ତଳେ ଗୁଳିବିଦ୍ଧ ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଦାନ୍ତ ପାଇଁ ଦନ୍ତା ହାତୀକୁ ଗୁଳି ମରାଯାଇଥିବା ସନ୍ଦେହ ।
#Cuttack #Athagarh #ElephantDeathcase #ForestDepartment #Odisha #ArgusNews