ପୁରୀ ଡେଲାଙ୍ଗ ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କୁ ଆକ୍ରମଣ । ପଥର ଚୋରାଚାଲାଣ ବେଳେ ଆକ୍ରମଣ କରିଛନ୍ତି ମାଫିଆ । ବୋମା ପକାଇ ମାରିଦେବାକୁ ଧମକ ଦେବା ସହ ଜବତ ଟ୍ରାକ୍ଟରକୁ ମଧ୍ୟ ଛଡ଼ାଇ ନେଇଛନ୍ତି ପଥର ମାଫିଆ ।
#Puri #Delang #Tehsildar #DilipKumarShadangi #stonesmuggling #attacked #ArgusNews