#ସତ_ଦେଖାଇବାରୁ_ଗଣମାଧ୍ୟମ_ଉପରେ_ଆକ୍ରମଣ
#ଗଣମାଧ୍ୟମର_କଣ୍ଠ_ଅବରୋଧ_ପାଇଁ_ଷଡଯନ୍ତ୍ର ।
ବିକାଶ କାମର ବେଆଇନ ମଞ୍ଜୁରୀଦାତା ହେଉଛି ଯାଜପୁର ପ୍ରଶାସନ.. ଏମଜିନଆରଜିଏ କାମରେ ମେସିନ ଲାଗିଥିବା ଖବର ସଂଗ୍ରହ ବେଳେ ଅର୍ଗସର ବଡଚଣା ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ.. ଆକ୍ରମଣକାରୀଙ୍କ ଭିତରେ ଅଛନ୍ତି ସ୍ଥାନୀୟ ବିଜେଡି ନେତା ଓ କର୍ମୀ
#Jajpur #Badachana #JournalistAttack #BJD #Odisha #ArgusNews