ପୂଜା ବଜାରରେ ମଦ୍ୟପ ଡ୍ରାଇଭରର ଉନ୍ମୁକ୍ତ କାଣ୍ଡ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ସୂଚନା ଅନୁସାରେ ଅଟୋ ଡ୍ରାଇଭର ଜଣକ ନିଶାଶକ୍ତ ଅବସ୍ଥାରେ ଗାଡି ଚଳେଇ ଲୋକଙ୍କୁ ଆହତ କରିଥିବା ଅଭିଯୋଗ ଆସିଛି ।
#Accident #AutoDriver #Bhubaneswar #Odisha #ArgusNews