ହକି ବିଶ୍ଵକପକୁ ସ୍ବାଗତ ଜଣାଇ ଏକ ଶୋଭାଯାତ୍ରା କରିଛନ୍ତି ଅଟୋ ମାଲିକ ସଂଘ । କେଉଁ ଭଳି ଖେଳ ଦେଖିବାକୁ ବାହାରୁ ଆସିବାକୁ ଥିବା ପର୍ଯ୍ୟଟକ ଓ ଗ୍ରାହକମାନଙ୍କ ସହ ଭଲ ବ୍ୟବହାର ଦେଖାଇବେ । ଆଉ ଠକି ଅଧିକ ପଇସା ନେବେ ନାହିଁ ଓ ଅଟୋ ଷ୍ଟାଣ୍ଡକୁ କିପରି ସୁନ୍ଦର ରଖାଯାଇ ପାରିବ ସେଥି ପ୍ରତି ସତର୍କ ରହିବେ ।
#ArgusNews #Bhubaneswar #HockeyWorldCup #AutoOwnersAssociation #awareness #Odisha