ସମ୍ବଲପୁରରେ କୈଳାସ ଖେରଙ୍କ କାର୍ଯ୍ୟକ୍ରମ ପୂର୍ବରୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏଲ୍ଇଡି ସ୍କ୍ରିନରେ ବିଭିନ୍ନ ସଚେତନତା ବିଜ୍ଞାପନ ପ୍ରଦର୍ଶନ କରାଯାଇଥିଲା । କିନ୍ତୁ ଆଚାର୍ଯ୍ୟର ବିଷୟ ଆଧାର ଅପଡେଟ୍ ପାଇଁ କରାଯାଇଥିବା ସଚେତନତା ପୋଷ୍ଟରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ବଦଳରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଲେଖା ହୋଇଥିଲା।ଯାହାକୁ ନେଇ ଉପସ୍ଥିତ ଲୋକେ ଉଦବେଗ ପ୍ରକାଶ କରିଥିଲେ।ବିରୋଧ ହେବା ପରେ ଉକ୍ତ ବିଜ୍ଞାପନକୁ କାଟି ଦିଆଯାଇଥିଲା।
#ArgusNews #program #administration #awareness #sambalpur #Odisha