#ରାଜ୍ୟରେ_ଫେଲ_ମାରିଛି_ଆବାସ_ଯୋଜନା
ମୁଣ୍ଡ ଉପରେ ଛାତ ଅଭାବରୁ ଭଙ୍ଗାଘରେ ପଲିଥିନ ଟାଣି ମୁଣ୍ଡ ଗୁଞ୍ଜୁଛନ୍ତି ଗରିବ ପରିବାର। କାହାର ଘର ତିଆରି ଅଧପାନ୍ତରିଆ ହୋଇ ପଡିରହିଥିବା ବେଳେ ମିଳୁନି ଦ୍ବିତୀୟ କିସ୍ତିର ଟଙ୍କା। ବ୍ଲକ ସରକାରୀ ଅଫିସ ଦୌଡି ଦୌଡି ଗରିବ ହିତାଧିକାରୀଙ୍କୁ ମିଳୁନି ନ୍ୟାୟ....।
#ArgusNews #Odisha #AwasScam #PoorFamily #OdishaGovt #AwasYojana