ଆବାସ ଅନିୟମିତତା ବିରୋଧରେ ବିଜେପିର ହଲ୍ଲାବୋଲ !
ଆଠଗଡ଼ରୁ ଆନନ୍ଦପୁର, ତୁରେଇକେଲାରୁ ବାସୁଦେବପୁର । ସବୁଠି ଲେଲୀହାନ ଆବାସ ବିକ୍ଷୋଭ ନିଆଁ । ଆବାସ ତାଲିକାରେ ଅଯୋଗ୍ୟ ସାମିଲକୁ ନେଇ ନିଆଁବାଣ ହୋଇଛି ବିଜେପି । ଦଳୀୟ ଭିତ୍ତିରେ ଘର ବଣ୍ଟା ଯାଇଥିବା ଅଭିଯୋଗ ହୋଇଛି
#ArgusNews #AwasYojana #PaccaGhara #Corruption #Scam #OdishaGovt #BJP #Protest #Odisha