#ଆବାସ_ତାଲିକାରେ_ମହା_କେଳେଙ୍କାରୀ
#ବିଜେଡି_ବ୍ଲକ_ସଭାପତି_ଖାଇଗଲେ_ପିଏମ_ଆବାସ
ଥରେ ନଜର ପକାନ୍ତୁ ଏହି ଫଟୋ ଉପରେ । ବିଜେଡି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ତଥା ଆଳି ବିଧାୟକ ପ୍ରତାପ ଦେବଙ୍କ ସହ ଷ୍ଟେଜ ସେୟାର କରୁଥିବା ଏହି ବ୍ୟକ୍ତି ହେଉଛନ୍ତି ରାଜକନିକା ବିଜେଡି ବ୍ଲକ ସଭାପତି ବିଦ୍ୟାଧର ବେହେରା । ଆଉ ଏବେ ଦେଖନ୍ତୁ ଏହି ତାଲିକା
#ArgusNews #PMAwas #BJDLeader #Scam #Odisha