#ଆବାସ_ଅନିୟମିତତାର_ବଡ଼_ନମୂନା_ବଡମ୍ବାର_ଆସେଲିପୁର_ଗାଁ
#ଜଣେ_ବି_ଗ୍ରାମବାସୀଙ୍କର_ନାହିଁ_ସମ୍ଭାବ୍ୟ_ତାଲିକାରେ_ନାଁ
ଆବାସ ହିତାଧିକାରୀ ଚୟନରେ ଯୋଗ୍ୟ ଅଯୋଗ୍ୟ ବିବାଦ ଭିତରେ କଟକ ବିଡମ୍ବାରୁ ଆସିଛି ସାଂଘାତିକ ଚିତ୍ର । 2019ରେ ଯେଉଁମାନେ ଆବାସ ପାଇଁ ଯୋଗ୍ୟ ଥିଲେ 2023ରେ ହୋଇଗଲେ ଅଯୋଗ୍ୟ । ଆସେଲିପୁର ଗାଁର ଜଣଙ୍କର ବି ନାଁ ଚଢିନି ସମ୍ଭାବ୍ୟ ଆବାସ ହିତାଧିକାରୀ ତାଲିକାରେ ।
#ArgusNews #AwasYojanalist #OdishaGovt #Cuttack #scam #Badamba #Odisha