ରାମ ମନ୍ଦିର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ହଜାର ହଜାର କାରୀଗର । ତା ମଧ୍ୟରେ ରହିଛନ୍ତି ଅନେକ ଓଡ଼ିଆ କରିଗର । କିଏ ଗୁଜୁରାଟରୁ ତ ଆଉ କିଏ ରାଜସ୍ଥାନରୁ ଆସିଛି ତ ଆଉ କିଏ ମୁମ୍ବାଇ । ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇ ଥିବାରୁ କାରିଗର ମାନେ ନିଜକୁ ଧନ୍ୟ ମନେ କରିଛନ୍ତି ।
#ArgusNews #Ayodhya #RamTemple #constructionwork #OdiaArtist #National