ପବିତ୍ର ରାମ ନବମୀ ପାଇଁ ଉତ୍ସବ ମୁଖର ଅଯୋଧ୍ୟା । ଏହି ଅବସରରେ ରାମ ଜନ୍ମଭୂମି ଅଯୋଧ୍ୟାରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ସମାଗମ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସରଜୁ ନଦୀରେ ସ୍ନାନ କରିବା ସହ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରୁଛନ୍ତି ।
#ArgusNews #Ramanavami #Hindufestival #Ramanavami2023 #Ayodhya #Lordramabirthday