#ପାରିବାରିକ_ଅଶାନ୍ତ_ପାଇଁ_ଛାଡି_ଚାଲିଗଲା_ନିର୍ଦୟ_ମା'
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ରେ ଥିବା ଭାରିଷୋଳ ଗ୍ରାମର ପ୍ରଦୀପ୍ତ ନନ୍ଦଙ୍କ ଝିଅ ଲିଜା ନନ୍ଦ କିଛି ବର୍ଷ ତଳେ କେନ୍ଦ୍ରାପଡା ଜିଲ୍ଲାର ନାଗ ପାଟଣା ଗ୍ରାମର ଜଗା ଦାସଙ୍କୁ ବୈଦୈକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଶଶୁର ଘରେ ଝଗଡ଼ା ଝାଣ୍ଟି ସୃଷ୍ଟି ହୋଇଥିଲା । ତାପରେ ନିଖଜ ହୋଇଗଲେ ଲିଜା । ଲିଜାଙ୍କ ବାପା ପ୍ରଦୀପ୍ତ ନନ୍ଦ କହିଛନ୍ତି ଜଦି କୈାଣସି ସହୃଦୟ ବ୍ୟକ୍ତି ଲିଜା ନନ୍ଦଙ୍କ ସୂଚନା ପାଆନ୍ତି ତେବେ ୮୨୬୦୧୩୦୭୫୮ ଏହି ନମ୍ବରେ ଯୋଗାଯୋଗ କରିବେ ।
#missing #jagatshingpur #Kendrapada #nagpatna #marrigedisturbvance #Odisha #ArgusNews