ଗଣଶିକ୍ଷା ମନ୍ତ୍ରୀ 10 ମିନିଟ ଧରି ଗୃହରେ ଉତ୍ତର ପଢିବାରୁ ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି । ମନ୍ତ୍ରୀଙ୍କୁ ପରାମର୍ଶ ଦେଇ ବାଚସ୍ପତି କହିଲେ ଗୃହରେ ସଂକ୍ଷିପ୍ତ ବିବୃତି ରଖନ୍ତୁ । ଅଯଥା ଗୃହର ସମୟ ନଷ୍ଟ କରନ୍ତୁ ନାହିଁ
#Assembly #Speaker #SamirranjanDas #ArgusNews