ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ବିକଳ ଚିତ୍ର। ବେଡ୍ ଅଭାବରୁ ଖରାରେ ସିଝୁଛନ୍ତି କ୍ୟାନ୍ସର ରୋଗୀ। ସରକାରଙ୍କ ମିଛ ସ୍ବାସ୍ଥ୍ୟ ଭିତ୍ତିଭୂମି ଉନ୍ନତିର ଖୋଲିଲା ଗୁମର। କର୍କଟ କେନ୍ଦ୍ର ପରିଦର୍ଶନ କଲା ଜିଲ୍ଲା ଆଇନସେବା ପ୍ରାଧିକରଣ।
#Cuttack #AHPGIC #cancerhospital #cancerpatient #problem #Odisha #ArgusNews