ଗଞ୍ଜାମ ଭଞ୍ଜନଗର ଉପଖଣ୍ଡ ଡାକ୍ତର ଖାନାରେ ଦେଖିବାକୁ ମିଳିଛି ଚିକିତ୍ସାର ବିକଳ ଚିତ୍ର । କେତେବେଳେ ଡାକ୍ତର ଅଭାବ ତ କେତେବେଳେ ଚିକିତ୍ସା ସରଞ୍ଜାମ ନଥିବା କାରଣରୁ ରୋଗୀ ଚିକିତ୍ସା ରୁ ବଞ୍ଚିତ ହୁଅନ୍ତି । ଫିଜିଓ ଥେରାପି ଚିକିତ୍ସା ପାଇଁ ଫଳକ ଲାଗିଛି ସ୍ଵତନ୍ତ୍ର ଡାକ୍ତର ମଧ୍ୟ ରହିଛନ୍ତି ହେଲେ କୋଠରୀ ପଡିଛି ଖାଲି । କୌଣସି ସରଞ୍ଜାମ ନାହିଁ । ଫଳରେ ବସି ବସି ଦରମା ନେଉଛନ୍ତି ମହିଳା ଡାକ୍ତର ଆଉ ରୋଗୀ ମଧ୍ୟ ନିରାଶ ।
#Ganjam #bhanjanagar #hospital #healthcare #hospitalproblems #Odisha #ArgusNews