#ନରସିଂହପୁର_ପୁରୁଣା_ତହସିଲ_କୋଠା_ବିପର୍ଯ୍ୟସ୍ତ
ନରସିଂହପୁର କଚେରୀ ପରିସରରେ ଥିବା ରାଜତନ୍ତ୍ର ସମୟର ତହସିଲ କାର୍ଯ୍ୟାଳୟ ଏବେ ଜରାଜୀର୍ଣ୍ଣ। ଅଧା ଭାଗ ଭୁଶୁଡିବାକୁ ବସିଥିବା ବେଳେ ବର୍ଷା ଦିନେ ପାଣିରେ ଭାସୁଛି ପୁରୁଣା କୋଠା । ତେବେ ଏହି ଐତିହାସିକ କୋଠା ମାଟିରେ ମିଶିଯିବା ପୂର୍ବରୁ ରକ୍ଷଣା ବେକ୍ଷଣ ଦାବି କରିଛି ନରସିଂହପୁର ଓକିଲ ସଂଘ ।
#ArgusNews #Cuttack #badamba #Narsinghpur #TehsilOffice #Odisha