#ହିନ୍ଦୁ_ବିରୋଧୀ_ରାଉରକେଲା_ମହାନଗରନିଗମ_ଅଧିକାରୀ
କାନ୍ଥ ବାଡରେ ଅଙ୍କା ଯାଉଛି ହିନ୍ଦୁ ଦେବା ଦେବୀଙ୍କ ଚିତ୍ର । ଆଉ ଦେବଦେବୀଙ୍କ ଚିତ୍ର ଉପରେ ଲୋକେ ଛେପ ପକେଇବା ସହ ପରିଶ୍ରା କରିବାକୁ ପଚଉନାହାନ୍ତି । ମହନଗରନିଗମ ଅଧିକାରୀଙ୍କ ଏଭଳି କାମକୁ ଘୋର ବିରୋଧ କରିଛନ୍ତି ବଜରଙ୍ଗ ଦଳର ସଦସ୍ୟ ।
#ArgusNews #BajrangDal #Protests #MunicipalCorporation #Rourkela #picture #God #Odisha