ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଖନ୍ତାପଡ଼ା ଠାରେ କଲିକତାରୁ ଚେନ୍ନାଇ ଅଭିମୁଖେ ଗୋମାଂସ ନେଇଯାଉଥିବା ଏକ କଣ୍ଟେନରକୁ ବଜରଙ୍ଗୀ ଦଳ ତରଫରୁ ଦହିସଡା ନିକଟରେ ଅଟକାଇ ଖନ୍ତାପଡ଼ା ଥାନାରେ ଜିମା ଦିଆଯାଇଛି ।
#beef #container #NationalHighway #khantapda #Balasore #bajarangdal #Odisha #ArgusNews