#ସୀତାର_ସଂଘର୍ଷ
ଦିନେ ଯାତ୍ରା ମଞ୍ଚରେ ନିଜ ଅଭିନୟ ଯାଦୁରେ ଅଗଣିତ ଦର୍ଶକଙ୍କୁ ବାନ୍ଧି ରଖୁଥିବା ସୀତା ଏବେ ଜୀଇଁବା ପାଇଁ କରୁଛନ୍ତି ସଂଘର୍ଷ । ଦିର୍ଘ 25 ବର୍ଷ ଧରି ବିମୋହିତ କରିଥିବା କଳାକାର ଆଜି କଳାକାର ଭତ୍ତାଟିଏ ପାଇବା ପାଇଁ ନେହୁରା ହେଉଛି ।
#ArgusNews #Puri #Balanga #JatraArtist #SitaDas #JollywoodArtist #Odisha