#ଭୁବନେଶ୍ବରରେ_ହେଉଛି_ଆକ୍ସନ
#ବଲାଙ୍ଗିରରେ_ଦେଖାଦେଉଛି_ରିଆକ୍ସନ
ରାଜଧାନୀରେ ପ୍ରସ୍ତୁତ ହେଉଥିବା ପ୍ଲାନ ବଲାଙ୍ଗିରରେ କାର୍ଯ୍ୟକାରୀ ହେଉଛି । ଜନ ପ୍ରତିନିଧିଙ୍କୁ ଅପମାନିତ କରିବା ପାଇଁ ଭୁବନେଶ୍ବରରୂ ଷଡ଼ଯନ୍ତ୍ର ରଚାଯାଇଥିବା ଅଭିଯୋଗ ହୋଇଛି ।
#ArgusNews #Balangir #conspiracy #Bhubaneswar #administrative #controversy #Odisha