#ବିକାଶର_ମୁହଁ_ଦେଖିନଥିବା_ଗାଁ_ବରକାନି !
ଏମିତି ଏକ ଗାଁ ଯେଉଁଠି ପକ୍କାଘର ଟିଏ ନାହିଁ । ବିଶୁଦ୍ଧ ପିଇବା ପାଣି ଗାଁ ଲୋକଙ୍କ ପାଇଁ ସାତ ସପନ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବରକାନି ଗାଁରୁ ଦେଖନ୍ତୁ ଏହି ରିପୋର୍ଟ
#Balangir #Loisingha #Barkanivillage #Underdevelopment #ArgusNews #Odisha