ଫେଲ୍ ମାରିଛି ଜଳ ମିଶନ ଯୋଜନା !
ରାଜ୍ୟ ସରକାର ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଜଳ ମିଶନ ଯୋଜନା ଫେଲ ମାରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ବ୍ଲକ ଭଇଷା ଗାଁରେ । ଗାଁରେ ନଳକୂପ ଥିଲେ ମଧ୍ୟ ତାହା କମ ପରିମାଣର ପାଣି ବାହାରୁ ଥିବାରୁ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ମହିଳାମାନେ ପାଣି ମୁନ୍ଦେ ନେଇ ଜୀବନ ବଞ୍ଚାଉଛନ୍ତି । ଦେଖିବା ଏହି ରିପୋର୍ଟ
#ArgusNews #Balangir #WaterProblem #DrinkingWater #Odisha