କୂଳ ଖାଉଛି ସୁବର୍ଣ୍ଣରେଖା । ବିପଦରେ ପ୍ରାୟ ୭ ରୁ ଅଧିକ ଗାଁ । ଲୋକଙ୍କ ଚାଷ ଜମି ନଦୀ ଗର୍ଭରେ ଲୀନ ହେବାପରେ ଏବେ ଗାଁ ପାଳି । ବେଣୁହୁଁ ସାବଧାନ ନ ହେଲେ ସମ୍ଭାବ୍ୟ ବିପଦକୁ ଆଡେଇ ଦିଆ ଯାଇ ନପାରେ ।
#balasore #jaleswar #SubarnarekhaRiver #farmlands #PublicIssue #Odisha #ArgusNews