ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବରର ଏସିଡ୍ ଆଟାକ୍ ପୀଡିତା । ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ ବନିତାଙ୍କ ମୃତ୍ୟୁ । ଅଭିଯୁକ୍ତ ସ୍ବାମୀ ଏବେ ବି ଫେରାର ।
#ArgusNews #Balasore #AcidAttack #Odisha