#ମିଳୁନି_ଆବାସ_ଯୋଜନା
ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଗରୀବ ହିତାଧିକାରୀ ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହିସବୁ ଯୋଜନା ପ୍ରକୃତ ହିତାଧୀକାରୀଙ୍କ ପାଖରେ ଏବେବି ଅପହଞ୍ଚ ରହିଛି । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ଯୋଗୁଁ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ ।
#ArgusNews #Balasore #Baliapal #AwasScam #Corruption #Odisha