ଆବାସ ଯୋଜନାରେ ଦୁର୍ନୀତିର ଗନ୍ଧ !
ଭୋଗରାଇ ବ୍ଲକରେ ଆବାସ କେଳେଙ୍କାରୀର ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି ।‘ଦଳୀୟ ମନଭାବ ରଖି ତାଲିକାରୁ ଜାଣିଶୁଣି କଟାଯାଇଛି ହିତାଧିକାରୀଙ୍କ ନାଁ’। ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନାର ନାରା ଦେଉଥିଲା ବେଳେ ପ୍ରକୃତ ହିତାଧୀକାରୀ ସେଥିରୁ ବାଦ ପଡୁଥିବା ଅଭିଯୋଗ ଆସୁଛି । ଫଳରେ ସେମାନେ ପଲିଥିନ, ଚାଳ ଛପର ତଳେ ଅତି ଦୟନୀୟ ଭାବେ ଜୀବନ ବିତାଉଛନ୍ତି । ଆସନ୍ତୁ ଦେଖିବା ଏହି ରିପୋର୍ଟ
#ArgusNews #Balasore #Bhogarai #AwasYojana #Corruption #Odisha