ପାଗଳ କୁକୁର ଆତଙ୍କ। ପାଗଳ କୁକୁର କାମୁଡାରେ ୨୦ରୁ ଅଧିକ ଆହତ। ବାଲେଶ୍ବର ସୁନହଟରେ ଏଭଳି ଘଟଣା ଘଟିଛି। ସମସ୍ତ ଆହତଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
#ArgusNews #Balasore #dogbites #Tretment #dogfear #Odisha