#ଗ୍ରୀଷ୍ମର_ତାତିଠୁ_ଏବେ_ଜୋର_ଧରିଛି_ପୌର_ତାତି
ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କର ୱାର୍ଡରେ ଘରକୁ ଘର ବୁଲି ଚଳାଇଛନ୍ତି ପ୍ରଚାର । ବାଲେଶ୍ୱର ପୌରପରିସଦର 21 ନମ୍ବର ୱାର୍ଡରେ ଶାସକ ବିଜେଡିର କାଉନସିଲର ପ୍ରାର୍ଥୀ ସ୍ରଷ୍ଟାଶ୍ରୀ ଦାସ, ସଦର ବିଧାୟକ ସ୍ୱରୂପ ଦାସ ଓ ବିଜେଡିର ପରାଧକ୍ଷ ପ୍ରାର୍ଥୀ ସବିତା ସାହୁ ଘରକୁ ଘର ବୁଲି ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର କଥା କହି ନିଜ ପ୍ରାର୍ଥୀ ମାନକୁ ଜିତାଇବାକୁ ନିବେଦନ କରିଛନ୍ତି ।
#balasore #Election2022 #OdishaElection #development #Odisha #ArgusNews