ସରକାରଙ୍କର ଅଜବ ନୀତି । ନକଲି ଚାଷିଙ୍କୁ ଧରିବା ପାଇଁ କରିଥିଲେ ସାଟେଲାଇଟ ସର୍ଭେ । ହେଲେ ମାଳ ମାଳ ନକଲି ଧାନ ଚାଷି ଧାନ ବିକ୍ରି କରୁଥିବା ବେଳେ ଅସଲ ଚାଷିଙ୍କୁ ମିଳିଲାନି ଧାନ ବିକ୍ରୀ କରିବା ପାଇଁ ଟୋକନ । ଜଣେ କି ଦୁଇଜଣ ନୁହଁ ପୁରା ଗାଁଟା ଟୋକନ ପାଇବାରୁ ବଞ୍ଚିତ ହୋଇଛନ୍ତି ।
#ArgusNews #Balasore #fakefarmers #farmersProblem #TokenIssue #Odisha