#ବାଲେଶ୍ୱର_ସହରର_ଏବେ_ଗଣ୍ଡା_ଗଣ୍ଡା_କବାଡ଼ିଆ_ଗୋଦାମ ।
ତାହା ପୁଣି ସରକାରୀ ଜାଗାରେ। ସରକାରୀ ଜାଗାକୁ ମାଡିବସି କବାଡିଆ ମାଲିକ ମାନେ କରୁଛନ୍ତି ହଜାର ହଜାର ଟଙ୍କାର ବ୍ୟବସାୟ । କବାଡ଼ିଆ ଗୋଦାମ ସାଙ୍ଗରେ ବହୁ ବେଆଇନ କାର୍ଯ୍ୟ ହେଉଥିବାର ମଧ୍ୟ ହେଉଛି ଅଭିଯୋଗ। ବାଲେଶ୍ବରରୁ ଦେଖିବା ଏହି ରିପୋର୍ଟ
#ArgusNews #balasore #Railwayland #illegalworkshop #Odisha