#କାଳିଆ_ଠାକୁରଙ୍କୁ_କଳାକନା_ବୁଲାଇଲା_ଚୋର
ବାଲେଶ୍ଵର ଭୋଗରାଇ ଥାନା ରସିଦପୁର କୃପାକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ । ଦାନ ହୁଣ୍ଡି, ବସ୍ତ୍ର, ମୁକୁଟ ଦୁର୍ବୃର୍ତ୍ତମାନେ ଲୁଟି ନେଇଛନ୍ତି । ଘଟଣାର ଅଧିକ ତଦନ୍ତ କରୁଛି ଭୋଗରାଇ ପୋଲିସ ।
#Balasore #Bhogarai #JagannathTemple #templetheft #thief #Odisha #ArgusNews