ବାଲେଶ୍ବରରୁ ପୁଣି ବ୍ରାଉନସୁଗାର ଜବତ୍ । ଜଳେଶ୍ବରରୁ ୨୦ ଲକ୍ଷର ଧଳାଜହର ଜବତ୍ ହୋଇଛି । ଝାଡ଼େଶ୍ବରପୁର ବସ୍ତିରେ ଚଢ଼ାଉ ବେଳେ ଜଣେ ଗିରଫ ହୋଇଛି । ବାଲେଶ୍ବରକୁ ଚାଲାଣ ବେଳେ ସ୍ବତନ୍ତ୍ର ଟିମ୍ ଏହି ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ୨୦୦ ଗ୍ରାମ୍ ବ୍ରାଉନସୁଗାର ଜବତ୍ କରାଯାଇଛି ।
#Balasore #Jaleswar #Raid #BrounsugarSeized #arrested #ArgusNews