ମଧ୍ୟାନ୍ନ ଭୋଜନ ଟଙ୍କା ହେରଫେର ଅଭିଯୋଗ !
ଜଳେଶ୍ବର ବ୍ଲକ ଗୋପାଳପୁର କ୍ଲଷ୍ଟର ଅଧୀନସ୍ଥ ଚୁଡାମଣିପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଏପରି ଅଭିଯୋଗ ହୋଇଛି । କୋଭିଡ-19 ସମୟରେ ପିଲାଙ୍କୁ ମିଳିଥିବା ମଧ୍ୟାହ୍ନ ଭୋଜନ ଟଙ୍କା ଓ ଚାଉଳ ବଣ୍ଟନରେ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ
#ArgusNews #Balasore #Jaleswar #MidDayMeal #Curruption #Odisha