ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛିନ୍ତି ଜଣେ ଆଇନଜୀବୀ । ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳର ବନମାଳି ଓଝା । ଗତ କାଲି ଏକ ମାମଲା ନେଇ ସୋର ଥାନାର ଦ୍ବାରସ୍ତ ହୋଇଥିବା ଵେଳେ ଥାନା ଅଧିକାରିଣୀ ତାଙ୍କ ମାମଲାକୁ ଗ୍ରହଣ ନକରିବା ସହିତ ମିଥ୍ୟା ମାମଲା ଧମକ ମଧ୍ୟ ଦେଇଥିବାର ଅଭିଯୋଗ ଆଣିଛନ୍ତି
#Balasore #Soro #Lawyer #Fir #Spoffice #ArgusNews