#ମିନି_ଷ୍ଟାଡ଼ିୟମ୍_ନିର୍ମାଣରେ_ଘୋଟାଲା
କଷ୍ଟ୍ରକସନ ଅଫ ମିନି ଷ୍ଟାଡିୟମ ପ୍ରକଳ୍ପକୁ କଷ୍ଟ୍ରକସନ ବଦଳରେ କେବଳ ମାଟି ପକାଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା l ବିଜେଡ଼ି ବିଧାୟକଙ୍କ ଇସାରାରେ ପୁରା କାରବାର ଅଭିଯୋଗ ।
#ArgusNews #Balasore #MiniStadium #Construction #stadiumproject #Corruption #Odisha