ବାଲେଶ୍ବର ସରକାରୀ ଆଇଟି.ଆଇରେ ଅନୁଷ୍ଠିତ ହୋଇଯାଇଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ଜାତୀୟ ଶୀକ୍ଷାର୍ଥୀ ସଚେତନ କର୍ମଶାଳା । ଏହି କର୍ମଶାଳାର ମୁଖ୍ୟ ଉଦେଶ୍ୟ ହେଉଛି ଆଞ୍ଚଳିକ ଏବଂ ଜାତୀୟ ସ୍ତରରେ ଯୁବକ ଯୁବତୀ ମାନଙ୍କୁ କୁଶଳୀ କରିବା ।
#ArgusNews #Balasore #NationalLearner #Awareness #skilldevelopmentscheme #Odisha