ବାଲେଶ୍ବର ଜିଲ୍ଲା ମେଡିକାଲରେ ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସାରେ ଅବହେଳାକୁ ନେଇ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ପକ୍ଷରୁ ସ୍ତ୍ରୀ ପ୍ରସୂତି ବିଭାଗ ଗେଟ୍ ସମ୍ମୁଖରେ ଧାରଣା ଦିଆଯାଇଛି
#Balasore #Newbornchild #Death #strike #ArgusNews