#ନବୀନ_ଟିକେଟ_ଦେଇଛନ୍ତି
ମୋ ଟିକେଟ ପାଇଁ ପ୍ରଣବ ଦାସ ଓ ପାଣ୍ଡିଆନ ଦାୟିତ୍ୱ ନେଇଛନ୍ତି। ନୀଳଗିରି ବିଜେଡ଼ି ଟିକେଟ ମୋ ପାଇଁ ଫାଇନାଲ। ଏଭଳି ଏକ ଦାବୀ କରିଛନ୍ତି ନୀଳଗିରିର ଶଶୀଧର ପାଣିଗ୍ରାହୀ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।
#ArgusNews #Balasore #Nilagiri #BJD #ViralVideo #Odisha