ଦୁର୍ନୀତିରେ ଉବୁଟୁବୁ ନରଣପୁର ପଞ୍ଚାୟତ । ମିଛ ବିଲ୍ କରି ଖାଇଗଲେ ଲକ୍ଷାଧିକ ଟଙ୍କା । ଖୋଲିଲା ନୀଳଗିରି ବ୍ଲକର ଦୁର୍ନୀତିର ଭାନୁମତି ପେଡ଼ି । ସାତଖାଲିଆରେ ଧୁନ୍ଦା ହାଉସରୁ କାଳୀଚରଣ ସିଂ ହାଉସ ପର୍ଯ୍ୟନ୍ତ ୩ ଲକ୍ଷ ୫୭ ହଜାର ୧୧୫ ଟଙ୍କାର ଡ୍ରେନ ପାଇଁ ବିଲ ହୋଇଥିବା ବେଳେ ବାସ୍ତବରେ ସେହି ସ୍ଥାନରେ ଡ୍ରେନ ହି ନାହିଁ।
#ArgusNews #Corruption #Balasore #Nilagiri #panchayatscam #Odisha