କରୋନା ସଂକ୍ରମଣ କମିଥିବାରୁ ଚଳିତ ବର୍ଷ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ରଥଯାତ୍ରା ପାଇଁ ଦାବି ହୋଇଛି । ରଥଯାତ୍ରା ଆନୁଷ୍ଠାନିକ ଭାବେ କରିବା ପାଇଁ ଅନୁମତି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି
#Balasore #Nialagiri #RathaYatra #Odishagovt #ArgusNews