ନୀଳଗିରି ଠାକୁର ମାହାଲରେ ହେଉଛି ବ୍ୟାପକ ଦୁର୍ନୀତି !
ଅଭିଯୋଗ ଆଣିଛନ୍ତି ନୀଳଗିରି ଲୋକ ପ୍ରତିନିଧି ମାନେ। ଟ୍ରଷ୍ଟ ବୋର୍ଡ଼ ରେ ସାଂସଦ ଓ ବିଧାୟକଙ୍କୁ ସଦସ୍ୟ କରିବାରୁ ଦାବୀ ହୋଇଛି। ୧୯୮୦ ମସିହାରେ ପ୍ରତିଷ୍ଠିତ ନୀଳଗିରି ଠାକୁର ମାହାଲରେ ଏକ ଟ୍ରଷ୍ଟ ବୋର୍ଡ ଗଠିତ ହୋଇଥିଲା
#ArgusNews #balasore #Nilagiri #Thakur #Corruption #Odisha