#ପାଇଖାନା_ସାଜିଛି_ଆଶ୍ରୟସ୍ଥଳ
#ମୁଣ୍ଡ_ଉପରେ_ନାହିଁ_ପକ୍କାଘର
ବେସାହାରା ସତ୍ୟଭାମା । ଅନ୍ଧାରରେ ପର ପିଣ୍ଡା ସାଜୁଛି ସୁରକ୍ଷା କବଚ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଆଦିବାସୀ ଅଧ୍ୟୁଷିତ ପଂଚାୟତ ପିଠାହୋତା ର ଦରଖୋଳି ଗାଁ। ଗ୍ରାମର ମହିଳା ସତ୍ୟଭାମା ନାୟକ ବାପା ମାଙ୍କ ସହିତ ଚାଳ ଛପର ଘରେ ହସ ଖୁସିରେ ରହୁଥିଲେ । କିନ୍ତୁ ଦଇବ ହେଲାନି ସାହା ।
#ArgusNews #Balasore #shelters #Toilets #Nilagiri #helpless #Odisha #OdishaGovt