ଧାନ କିଣାକୁ ନେଇ ମୁହାଁମୁହିଁ ଚାଷୀ ଓ ମିଲର !
8 ପ୍ରତିଶତ କଟନୀ ଛଟନୀକୁ ନେଇ ପ୍ରତିବାଦ କରିଛନ୍ତି ଚାଷୀ । RMC ମାନ ପରୀକ୍ଷା ପରେ ମଧ୍ୟ ମିଲର ମାନିବାକୁ ରାଜି ନ ଥିବାରୁ ଚାଷୀ ଉତକ୍ଷିପ୍ତ ହୋଇ ନିଷ୍ପତ୍ତିର ପ୍ରତିବାଦ କରିଛନ୍ତି
#ArgusNews #Balasore #Paddy #Miller #Odisha