ଫୁଲ ଆକ୍ସନରେ ବାଲେଶ୍ବର ପ୍ରଶାସନ । ସ୍ୟାଣ୍ଡସିଟିରେ ଅପରେସନ ସ୍ୟାଣ୍ଡଷ୍ଟର୍ମ । ଆଟାକର ୨୪ ଘଣ୍ଟା ନ ପୂରୁଣୁ ନିଜେ ରେଡ୍ ପାଇଁ ପୁଣି ପହଞ୍ଚିଲେ ଉପଜିଲ୍ଲାପାଳ କୁନାଲ ମୋତିରାମ ଚଭନ୍ । ବେଆଇନ ଇଟାଭାଟି ଉପରେ ବୁଲିଲା ବୁଲଡୋଜର୍ ।
#ArgusNews #SandMafia #Balasore #Odisha