#ମହିଳାଙ୍କ_ବେକରୁ_ସୁନାଚେନ_ଲୁଟ୍ !
ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଦିନ ଦ୍ବିପ୍ରହରରେ ୧୬ନଂ ଜାତୀୟ ରାଜପଥର ଭଗିଆ ଛକ ନିକଟରେ ମହିଳାଙ୍କ ବେକରୁ ସୁନାଚେନ ଲୋଟ ସମୟରେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଲେ ଦୁଇଜଣ ଲୋଟେରା
#balasore #Simulia #GoldChain #Snatching #ArgusNews #Odisha