ସାରା ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ l ପିଲା ଠାରୁ ବୃଦ୍ଧ ସମସ୍ତେ ଆନନ୍ଦିତ l ଆଜିର ଦିନରେ ଭାରତ ପାଇଥିଲା ସ୍ୱାଧୀନତା, ଆଉ ଯେଉଁ ବୀର ସଂଗ୍ରାମୀ ମାନଙ୍କ ପାଇଁ ଦେଶ ସ୍ୱାଧୀନ ହୋଇଥିଲା ତାଙ୍କୁ ଆଜି ମନେ ପକାଉଛି ସାରା ଦେଶ । ସୋରରେ କୁନି କୁନି ପିଲା ମାନଙ୍କ ଦ୍ଵାରା ନିଆରା ଢଙ୍ଗରେ ପାଳିତ ହୋଇଛି ସ୍ୱାଧୀନତା ଦିବସ
#Balasore #Soro #IndependenceDay #Celebration #ArgusNews