ଏ ଲୁହ ଦୁଃଖ ର ଲୁହ ନା ସୁଖର ଲୁହ ?
ଯେତେବେଳେ ଜୀବନ ର ସଙ୍ଘର୍ଷ କଥା ମନେପଡେ ସେତେବେଳେ କିଛି କହିବା ଆଗରୁ ଆଖିରୁ ଲୁହ ଆସିଯାଏ ଆଉ ଯେତେବେଳେ ଜୀବନର କିଛି ସଫଳତା ମିଳିଥାଏ ସେତେବେଳେ ମନ ଭିତରୁ ମୁରୁକି ମୁରୁକି ଟିକିଏ ହସ ଆସେ , ଆଉ ନିଜକୁ ଗର୍ବ କରେ
#ArgusNews #Balasore #Bhogarai #RajeshJena #Talent #Odisha